ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ପାଇଁ ଆସୁନାହାନ୍ତି ଜନସାଧାରଣ

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ସମସ୍ତ ପ୍ରମୁଖ ଘରୋଇ ହସ୍ପିଟାଲ ଓ ଲାବ୍‌ରେ କରୋନା ପରୀକ୍ଷା ସୁବିଧା କରାଯାଇଛି। ଏଠାରେ ଲୋକ ଟଙ୍କା ଦେଇ କରୋନା ପରୀକ୍ଷା କରିପାରିବେ। କିଛି ଲୋକ ଟଙ୍କା ଖର୍ଚ୍ଚ କରି ପରୀକ୍ଷା କରିବାକୁ ଚାହୁ ନଥିବାରୁ ଏବଂ ବିଏମ୍‌ସି ଅଧିକରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରିବାକୁ ଯୋଜନା କରିଥିବାରୁ ଆଜିଠାରୁ ରାଜଧାନୀର ୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ତିନିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ମାଗଣା … Continue reading ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ପାଇଁ ଆସୁନାହାନ୍ତି ଜନସାଧାରଣ